କେନ୍ଦୁଝର ସହର: ସ୍ତ୍ରୀକୁ ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ ଏଭଳି ଘଟଣା ଘଟିଛି ଝୁମ୍ପୁରା ଥାନା ଭାଲୁକା ଗ୍ରାମରେ
Kendujhar Town, Kendujhar | Jul 30, 2025
ସ୍ତ୍ରୀକୁ ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅର୍ଶଳା ପଞ୍ଚାୟତ ଭାଲୁକା ଗାଁରେ ।...