ବାଲିଗୁଡା ପଞ୍ଚାୟତ ସମତି କାଯ୍ୟଳୟ ଠାରେ ଉପଖଣ୍ଡ ସ୍ତରୀୟ ଭିନ୍ନକ୍ଷମ ଭିମଭଇ ସ୍ୱସ୍ଥ୍ୟ ଶିବିର ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ସମବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇଥିବା ବେଳେ ବାଲିଗୁଡା ବ୍ଲକ ଏହି ଶିବିର ର ଅବ୍ୟବସ୍ଥା କୁ ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି ତେବେ ଆସନ୍ତୁ କଣ ରହିଛି ଆସନ୍ତୁ ଶୁଣିବା