ନାକଟିଦେଉଳ: ଡଇଁଚା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜାତୀୟ ଗୁଣବତ୍ତା ଟିମ
ଡଇଁଚା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜାତୀୟ ଗୁଣବତ୍ତା ଟିମ।ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଡଇଁଚା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ବାସ୍ଥ୍ୟ କେନ୍ଦ୍ର ମଙ୍ଗଳବାର ସକାଳେ ପରିଦର୍ଶନ କଲେ ଜାତୀୟ ଗୁଣବତ୍ତା ଟିମ । ଏହ ଟିମ୍ ରେ ଡାକ୍ତର ମିଥିଲେସ ପ୍ରସାଦ ସୁରୀ, ଅଲାବଜାର ଲକ୍ଷ୍ମଣ ସ୍ବାମୀ ଓ ଜିଲ୍ଲା କ୍ବାଲିଟି ମ୍ୟାନେଜର ବୈଶାଲିନି ସାହୁ ଆସି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା , ପରିବେଶ , ପରିଛନତା ଓ ବିଭିନ୍ନ ରୋଗୀ କଲ୍ୟାଣ କାର୍ଯ୍ୟକ୍ରମ ଠିକ ଭାବରେ ହେଉଛି କି ନାହିଁ ତା'ର ତଦାରଖ କରିବା ସହ ମୁଲ୍ୟାଙ୍କନ