ବାମରା ସମେତ ବିଭିନ୍ନ ସ୍ଥାନରେ ଭାରତ ରତ୍ନ ଅଟଲ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ଧବଳେଶ୍ୱର ମନ୍ଦିର ପରିସର ରେ ଗୁରୁବାର ଦିନ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ବିଜେପି ମଣ୍ଡଳ ସଭାପତି ବିଷ୍ଣୁ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ଭାବେ ରୁଦ୍ର ପ୍ରତାପ ଦେଓ,ବିଶେଷ ଅତିଥି ଭାବେ ବିଭୁତି କଲ୍ୟାଣ ପଟେଲ , ନରେଶ ସିଙ୍ଗ ଠାକୁର,ବରିଷ୍ଠ ନେତା ଜ୍ୟୋତି କୁମାର ଲାଠ,ପ୍ରମୋଦ କୁମାର ନାୟକ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।