କୋଟପାଡ: ଫୁଣ୍ଡାଗୁଡ଼ା ଗ୍ରାମ ଛକ ଠାରେ ସଡ଼କ ଦୁର୍ଘଟଣାରେ ଦୁଇ ମୃତ
Kotpad, Koraput | Jul 28, 2025 ଫୁଣ୍ଡାଗୁଡ଼ା ଗ୍ରାମ ଛକ ଠାରେ ସଡ଼କ ଦୁର୍ଘଟଣାରେ ଦୁଇ ମୃତ୍ୟୁ ବୋରିଗୁମ୍ମା ଥାନା ଅନ୍ତର୍ଗତ 63 ନମ୍ବର ଜାତୀୟ ରାଜପଥ ବୋରିଗୁମ୍ମା ବ୍ଲକ ଫୁଣ୍ଡାଗୁଡ଼ା ଗ୍ରାମ ଛକ ଠାରେ ନିଜ ବାଇକ ରଖି ନିଜଧାନ ଜମିକୁ ଯାଇ ଆସି ରାସ୍ତା କୋଡ଼ରେ ଚାଷକୁ ନେଇ ଦୁହେଁ କଥାବାର୍ତ୍ତା ହେଉଥିଲେ ହଟାତ ଏକ କାର ଜୟପୁର ପଟୁ ଆସି ଦୁହିଁ ଜଣଙ୍କ ଉପରେ ମାଡିଗଲା କାର l ଦୁହିଁ ଜଣଙ୍କୁ ବୋରିଗୁମ୍ମା ମେଡିକାଲ ରେ ଭର୍ତ୍ତି କରିଥିଲେ ରେ ଭର୍ତ୍ତି କରିଥିଲେ ସେଠୀରେ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଥିଲେ ମୃତ ଜଣକ ବୋରିଗୁମ୍ମା ର ରହିତ ବେହେରା ଓ ଗୋପାଳ ହରିଜନ ବୋଲି ସୂଚନା ମିଳିଛି l