ଢେଙ୍କାନାଳ ସଦର: ଶିବପୁର ମା’ ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
Dhenkanal Sadar, Dhenkanal | Aug 20, 2025
ଢେଙ୍କାନାଳ ଜିଲ୍ଲା ଓଡାପଡା ଶିବପୁର ଗ୍ରାମର ମା’ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନ ପାଇଁ ଜିଲ୍ଲାପାଳ ଆଶିଷ...