ଯୁଯୁମୁରା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସୁଳୀ ଦେବଝରଣରେ ଶୁକ୍ରବାର ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଏଥର ଡ୍ୟାମ ପାଣିରେ ଘଟଣାଟି ନ ଘଟି ଘଟିଛି ପିକନିକ ସ୍ପଟରେ I ମୃତକ ଜଣକ ସଦର ଥାନା ଅନ୍ତର୍ଗତ ବାହାମ ଗାଁ ର ଯଶୋବନ୍ଧୁ ମିଦ୍ଧା(35) । ଶ୍ରୀ ମିର୍ଦ୍ଧା ଅସ୍ଥାୟୀ ଭାବେ ଝାରସୁଗୁଡାରେ ରହି ବେଦାନ୍ତ ଆଲୁମିନା କମ୍ପାନୀର ଜଣେ କର୍ମଚାରୀ ଥିଲେ । ଆଜି ପୂର୍ବାହ୍ନରେ ତାଙ୍କ କମ୍ପାନୀ କର୍ମଚାରୀ 10-15 ଜଣଙ୍କ ସହ ଦେବଝରଣକୁ ପିକନିକ କରିବାକୁ ପହଞ୍ଚିଥିଲେ I ଖାଇ