ଡ଼ିସେମ୍ବର ୧୯ତାରିଖ ସକାଳ ୧୧ଟା ୪୫ମିନିଟ ସମୟରେ ରାଉରକେଲା ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପରେଡ ଗ୍ରାଉଣ୍ଡଠାରେ ଦ୍ଵିତୀୟ ବାର୍ଷିକ ପୋଲିସ କ୍ରୀଡା ପ୍ରତିଯୋଗିତା ୨୦୨୫ଅନୁଷ୍ଠିତ ହୋଇଯାଇଛି, ଏହି ୩ ଦିନିଆ କ୍ରୀଡା ମହୋତ୍ସବ ଡ଼ିସେମ୍ବର ୧୯ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ, ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଉରକେଲା ପଶ୍ଚିମାଞ୍ଚଳ D.I.G. ଶ୍ରୀ ବ୍ରିଜେଶ କୁମାର ରାୟ, I.P.S., ଯୋଗ ଦେଇ କ୍ରୀଡା ପ୍ରତିଯୋଗୀତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଏଇ ଅବସରରେ ରାଉରକେଲା S.P. ଶ୍ରୀ ନୀତେଶ ୱାଦୱାନୀ I.P.S. ସମ୍ମନତ