ବୌଦ୍ଧ ସଦର: ଝାନ୍ଶି ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ ତଥା ସ୍ତ୍ରୀ ଶକ୍ତି ଦିବସ
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ,ବୌଦ୍ଧ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ବୌଦ୍ଧ ଜିଲ୍ଲା ତରଫରୁ ଝାନ୍ଶି ରାଣୀ ଲକ୍ଷ୍ମିବାଇ ଙ୍କ ଜୟନ୍ତୀ ତଥା ସ୍ତ୍ରୀ ଶକ୍ତି ଦିବସ ଓ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜୟନ୍ତୀ ଅବସର ରେ ଆଲୋଚନା ଚକ୍ର ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।