ଝାରପୋଖରିଆ: ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାରେ ସାରସକଣା ବିଧାନସଭା କ୍ଷେତ୍ରର ବିଭିନ୍ନ ପୂଜା ମଣ୍ଡପରେ ଦର୍ଶନ କରି ପ୍ରାର୍ଥନା କଲେ ବିଧାୟକ
ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବିଧାନସଭା କ୍ଷେତ୍ରର ବିଭିନ୍ନ ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ଦର୍ଶନ କରିଛନ୍ତି ସାରସକଣା ବିଧାୟକ ଭାଦବ ହାଁସଦା। ତେବେ ବିଧାୟକ ମୋହଦୟ ଦର୍ଶନ କରିବା ସହିତ ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ପ୍ରଗତି ତଥା ଅଞ୍ଚଳବାସୀଙ୍କ ମଙ୍ଗଳ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିବା ନେଇ ସୂଚନା ମିଳିଛି।