ସୁକିନ୍ଦା: କଳିଙ୍ଗନଗର ରାସ୍ତାରୁ ଅମାନିଆ ଗାଡ଼ି ଚାଳକକୁ କାବୁ କଲା ପୋଲିସ
Sukinda, Jajpur | Oct 21, 2025 ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ରାସ୍ତାରୁ ଅମାନିଆ ଗାଡ଼ି ଚାଳକକୁ କାବୁ କଲା କଳିଙ୍ଗନଗର ପୋଲିସ । ସୂଚନା ମୁତାବକ କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ରାସ୍ତାରୁ ଜଣେ ଅମାନିଆ ଗାଡ଼ି ଚାଳକକୁ କଳିଙ୍ଗନଗର ପୋଲିସ କାବୁ କରି ଜୋରିମାନା ଆଦାୟ କରିବା ସହିତ ତାକୁ ତାଗିଦ୍ କରିଥିବା ମଙ୍ଗଳବାର ରାତି 8:30 ମିନିଟ ସମୟରେ ଦେଖିବାକୁ ମିଳିଛି ।