ଅଭୟ ନୃସିଂହ ମନ୍ଦିର ର ରତ୍ନମୁଦ ଉତ୍ସବ ପାଇଁ ଅନୁଷ୍ଠିତ ହେଲା କଳସ ଯାତ୍ରା I ଏହି କଳଶ ଯାତ୍ରା କି ବୁଧବାର ସକାଳ 6ରୁ ଆରମ୍ଭ ହଇ ସଂନ୍ଧ୍ୟା 6ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଖଜୁରୀପଡା ଠାରେ ନିର୍ମାଣଧୀନ ଅଭୟ ନୃସିଂହ ମନ୍ଦିର ର ରତ୍ନମୁଡଦ ଉତ୍ସବ ପାଇଁ ଅନୁଷ୍ଠିତ ହେବାକୁ ଥିବା ଯଜ୍ଞ ପାଇଁ କଳସ ଯାତ୍ରା ମାହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବୁଧବାର ଅପରାହ୍ନ ତିନିଟା ରେ ପାରମ୍ପରିକ ବାଜା ବାଦ୍ୟ ଓ ଖୋଲ କୀର୍ତନ ସହ ପ୍ରଭୁ ଅଭୟ ନୃସିଂହ ଙ୍କ ମନ୍ଦିର ପ୍ରାଙ୍ଗଣରେ କରାଯାଇଥିବା ଅସ୍ଥାୟୀ ଯଜ୍ଞ ମଣ୍ଡପ ରୁ ଶୋଭାଯାତ୍ରା ଟି ବ