ଜୁନାଗଡ: ବନ୍ଧାଗାଁ ସ୍କୁଲ ର ଶିକ୍ଷକ ଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ରେ ଶିକ୍ଷକ ଙ୍କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୁଲିସ
Junagarh, Kalahandi | Sep 7, 2025
ବନ୍ଧାଗାଁରେ ରବିବାର ୩୧.୦୮.୨୫ରିଖ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଛାତ୍ରୀ ଜଣକ ହେଲେ...