ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବ୍ଲକ ସଭାଗୃହ ରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ, ମତପ୍ରକାଶ କରିଛନ୍ତି ଜିଲ୍ଲା ପାଳ ଦିଲିପ ରାଉତ ରାୟ
Bhadrak Rural, Bhadrak | Sep 8, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସଭାଗୃହ ରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୨୧୦ ଟି ଅଭିଯୋଗ...