ବାରିପଦା ମ୍ୟୁନିସିପାଲଟି: ତିରିଂ ଥାନା ଦେଓଗାଁ ଗ୍ରାମରେ ଚାଞ୍ଚଲ୍ୟ ମହିଳାଙ୍କ ଗଣ୍ଡୀ ରୁ ମୁଣ୍ଡ ଅଲଗା କରିଦେଲା ଦୁର୍ବୃତ୍ତ
Baripada M, Mayurbhanj | Aug 24, 2025
ମହିଳାଙ୍କୁ ନିର୍ମମ ଭାବେ ହାଣି ହତ୍ୟା। ହତ୍ୟାପରେ ଫେରାର ହେଲେ ଦୁର୍ବୃତ। ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଦେଓଗାଁ ଗ୍ରାମରେ ଜଣେ ମହିଳାଙ୍କୁ...