ଜୁନାଗଡ: ଗଣ୍ଡାମେର କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ସୁରଭି ।
ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଗଣ୍ଡାମେର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଗଣ୍ଡାମେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ ସଂଯୋଜକ ଟଙ୍କଧର ସାଗର ଙ୍କ ତତ୍ୱାବଧାନରେ ଗଣ୍ଡାମେର ସରପଞ୍ଚ ହେମଲତା ନାଏକ , ଗଣ୍ଡାମେର ସମିତି ସଭ୍ୟ ଦୈତାରି ରାଉତ , ଗୋଲାମୁଣ୍ଡା ଅତିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିନା ଦାସ ସମେତ ଅନ୍ୟାନ୍ୟ ଅତିଥି ମହୋଇଥିଲେ।