ବଲାଙ୍ଗୀର: ଛତା ମଖନା ନିକଟରେ ଦୁର୍ଘଟଣା, ଲେତି ପାଲି ଗାଁର ଜଣେ ବ୍ୟକ୍ତି ଗୁରୁତର
ଛତା ମଖନା ନିକଟରେ ଦୁର୍ଘଟଣା, ଲେତି ପାଲି ଗାଁର ଜଣେ ବ୍ୟକ୍ତି ଗୁରୁତର ବଲାଙ୍ଗୀର: ଛତାମଖନା ନିକଟରେ ଆଜି ରାତି ରେ ଘଟିଥିବା ଏକ ଦୁର୍ଘଟଣାରେ ଲେତୀ ପାଲି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସ୍ଥାନୀୟ ସୂଚନା ଅନୁସାରେ, ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି, ଆମ୍ବୁଲାନ୍ସରେ ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ପଠାଇଥିଲେ। ଆଜି ରାତି ପ୍ରାୟ ୯ଟା ୩୦ମିନିଟ ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ଥିବାର ଜଣା ପଡ଼ିଚି