କଟକ ପୌରାଞ୍ଚଳ: ତରୋଳ ପୂଜା କମିଟି ପକ୍ଷରୁ ୧୯ତମ ଗଣେଶ ମହୋତ୍ସବ ଓ ରୌପ୍ୟ ଜୟନ୍ତୀ ଉତ୍ସବ ବୁଧବାର ତରୋଳ ଠାରେ ଉଦ୍ଘାଟିତ ହୋଇଯାଇଛି
Cuttack M Corp PS, Cuttack | Aug 27, 2025
ତରୋଳ ପୂଜା କମିଟି ପକ୍ଷରୁ ୧୯ତମ ଗଣେଶ ମହୋତ୍ସବ ଓ ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ଉତ୍ସବ ବୁଧବାର ସନ୍ଧ୍ୟା ୭ଟାରେ ଉଦ୍ଘାଟିତ...