ନିମାପଡା: ଗୋପ ଥାନା ଏରବଙ୍ଗ ଗ୍ରାମରେ ମହିଳାଙ୍କ ଅର୍ଶ ଅପରେସନ କରି ୧ଲକ୍ଷ ଟଙ୍କା ଠକିବା ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Nimapada, Puri | Aug 25, 2025
ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ଗ୍ରାମସ୍ଥିତ ବାପଘରେ ରୂପାଲି ପ୍ରଧାନ ନାମକ ଜଣେ ମହିଳାଙ୍କ ଅର୍ଶ ଅପରେସନ କରି ୧ଲକ୍ଷ ଟଙ୍କା ଠକିବା ମାମଲା ରେ...