ଛତ୍ରପୁର: ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ MSME ସଂଯୋଗ ବୈଠକ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ସଦର ମହାକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ MSME ସଂଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ମଂଗଳବାର ମଧ୍ୟାହ୍ନରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିଳ୍ପ ସେବା ତଥା MSME ସଂଯୋଗ ବୈଠକ, ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟାରେନ୍ସ ଅଥରିଟି (DSWCA) ଏବଂ ଜିଲ୍ଲା ସ୍ତରୀୟ ସମିତି (DLC) ସଭା ଆୟୋଜିତ ହୋଇଥିଲା।