ଖଲ୍ଲିକୋଟ୍: ଛକାସିଙ୍ଗି ରେ ବନ ବିଭାଗ କର୍ମଚାରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ, ରେଞ୍ଜରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଉଦ୍ଧାର ହେଲେ ବନ କର୍ମଚାରୀ
Khalikote, Ganjam | Sep 8, 2025
ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତର ୧୧ ଖଣ୍ଡ ଗ୍ରାମବାସୀ ଗତକାଲି ସନ୍ଧ୍ୟା ରୁ ବିଳମ୍ବିତ ରାତି ଯାଏଁ ଖଲ୍ଲିକୋଟ ବାନାଞ୍ଚଳ ର ଅନେକ ବନ...