ତାଳଚେର ସଦର: କଙ୍କିଳି ଗ୍ରାମର ଭିନ୍ନକ୍ଷମ ମହେନ୍ଦ୍ର ବାରିକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜ୍ୟ ମାନବାଧିକାର ରାଜ୍ୟ ଉପ ସଭାପତିଙ୍କ ପ୍ରତିକ୍ରିୟା
କଙ୍କିଳି ଗ୍ରାମର ଭିନ୍ନକ୍ଷମ ମହେନ୍ଦ୍ର ବାରିକଙ୍କୁ ସରକାରଙ୍କ ତରଫରୁ ତୁରନ୍ତ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଶନିବାର ଅପରାହ୍ନ ୪ ଘଟିକା ସମୟରେ ତାଳଚେର ଠାରେ ପ୍ରତିକ୍ରିୟା ରଖିଲେ ସମାଜସେବୀ ତଥା ରାଜ୍ୟ ମାନବାଧିକାର ରାଜ୍ୟ ଉପ ସଭାପତି ବାପି ମହାନ୍ତି ।