ବଲାଙ୍ଗୀର: ମହାଦେବ ମନ୍ଦିର ପାଖରେ କଲ୍ୟାଣ ମଣ୍ଡପ ପୁନଃରୁଦ୍ଧାର ପାଇଁ ସବ୍-କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ କଲେ ନଗର କଂଗ୍ରେସ
ମହାଦେବ ମନ୍ଦିର ପାଖରେ ଥିବା କଲ୍ୟାଣ ମଣ୍ଡପର ପୁନଃରୁଦ୍ଧାର ପାଇଁ ନଗର କଂଗ୍ରେସ ସଭାପତି ସବ୍-କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି କହିଛନ୍ତି— ଏହି ମଣ୍ଡପ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଆବଶ୍ୟକ, କିନ୍ତୁ ବର୍ତ୍ତମାନ ଜର୍ଜର ଅବସ୍ଥାରେ ଥିବାରୁ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଆଗାମୀ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ଦାବି କରି, ସଭାପତି ସଚେତାନ କରିଛନ୍ତି— ବିଳମ୍ବ ହେଲେ ଆନ୍ଦୋଳନ ଆରମ୍ଭ ହେବ। କୁ ଚେତାବନୀ ଦେଇ ଛନ୍ତି