ଛତ୍ରପୁର: ଦଣ୍ଡନାଚରେ ସାମାଜିକ ନାଟକ, କବିସୂର୍ଯ୍ୟନଗର ଠାରେ ପ୍ରତିକ୍ରିୟା ରଖିଲେ ଦଣ୍ଡନାଚ ସଂଘର ଜିଲ୍ଲା ସଭାପତି
ଦଣ୍ଡନାଚରେ ସାମାଜିକ ନାଟକ ପରିବେଷଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଏନେଇ ଦଣ୍ଡନାଚ ମହାସଂଘ ର ନିଷ୍ପତ୍ତି ଅନୁଯାୟୀ ଅଶ୍ଲିଳତା ପ୍ରଦର୍ଶନ ନକରି ସାମାଜିକ ନାଟକ ପରିବେଷଣ କରାଯିବ। ରବିବାର କବିସୂର୍ଯ୍ୟନଗର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦଣ୍ଡନାଚ ଗଞ୍ଜାମ ଜିଲ୍ଲା ସଂଘର ସଭାପତି ବ୍ରଜ ସୁନ୍ଦର ମଲ୍ଲିକ।