ଆସିକା: ପାଠ ପଢାଉନଥିବା ଶିକ୍ଷୟତ୍ରୀ ଙ୍କୁ ବିରୋଧକରି କଲେଜ ଛକ ଟେକନିକାଲ ହାଇସ୍କୁଲ ମୁଖ୍ୟ ଫାଟକ ରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ର ଛାତ୍ରୀ
Asika, Ganjam | Jul 16, 2025
ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ପାଠ ନପଢାଇବା ଶିକ୍ଷୟତ୍ରୀ ଙ୍କ ପାଇଁ ପଡିଲା ମହଙ୍ଗା l ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ସ୍କୁଲ ଭିତରେ...