ଜୁନାଗଡ: ଜମୁଛି କେଗାଁ ଠାରେ ଚାଲିଥିବା ଶ୍ୟାମାକାଲି ପୂଜା
ଆଜି 20ତାରିଖ ସୋମବାର ସନ୍ଧ୍ୟା 7ଟାରେ କେଗାଁ ଠାରେ ଶ୍ୟାମା କାଳୀପୂଜା ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ତେବେ ଏହି ପୂଜାର ଗତ କାଲି କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ସକାଳୁ ପୂଜା ଆରମ୍ଭ ହୋଇଛି ତେବେ ଏହି ପୂଜା ପାଞ୍ଚ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା ଆଳତି ସମୟରେ ଘଣ୍ଟ ଦଳ ଘୁମୁରା ଦଳ ଓ ବାଜା ଦଳ ସହିତ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ତେବେ ଏହି ପୁଜାରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଦୁକାନ ବଜାର ଓ ଖାଇବା ଦୁକାନ ଗୁଡିକ ଲୋକଙ୍କ ମନ ମହୁଛି ତେବେ ଆସନ୍ତା ଦିନ ଗୁଡିକରେ ବହୁ ଭକ୍ତ ସମାଗମ ହେବା ସମ୍ଭାବନା