ସୁନ୍ଦରଗଡ ସହର: ସମ୍ବଲପୁରୀ ଦିବସକୁ ଅଧିକ ଲୋକାଭିମୁଖୀ କରିବା ନେଇ ସୁନ୍ଦରଗଡ଼ ଜିଲ୍ଳା କଳାକାର ମଞ୍ଚ ଦ୍ଵାରା ସଂସ୍କୃତି ଭବନ ପରିସରରେ ଚିତ୍ରାଙ୍କନ
Sundargarh Town, Sundargarh | Jul 13, 2025
ଆଜି ଜୁଲାଇ ମାସ 13 ତାରିଖ ରବିବାର ପୂର୍ବାହ୍ନ 11 ଟା ଠାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଚିତ୍ରାଙ୍କନ ପ୍ରତିଯୋଗିତା । ସଂସ୍କୃତି...