ସୋନପୁର: ଜୁଲୁଣ୍ଡା ରେ ସେବା ପକ୍ଷ କର୍ମଶାଳା ଅନିଶ୍ଟିତ, ଯୋଗଦେଲେ ଜିଲ୍ଲା ପର୍ଯ୍ୟବେକ୍ଷକ
ଜୁଲୁଣ୍ଡା ରେ ସେବା ପକ୍ଷ କର୍ମଶାଳା ଅନିଶ୍ଟିତ, ଯୋଗଦେଲେ ଜିଲ୍ଲା ପର୍ଯ୍ୟବେକ୍ଷକ l ସୂଚନା ଅନୁସାରେ ଆସନ୍ତା 17 ତାରିଖ ଦିନ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମ ଦିନ ପାଳନ ହେବାକୁ ଯାଉଥିବା ବେଳେ, ଓଡିଶାସରକାରଙ୍କ ପକ୍ଷରୁ ଏହାକୁ ସେବା ପକ୍ଷ ଭାବରେ ଦୀର୍ଘ 15 ଦିନ ଧରି ପାଳନ କରାଯିବ l ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଂଚାୟତ ରେ ମାଁ ନାମରେ ଗଛ ଟିଏ କାର୍ଯ୍ୟକ୍ରମ ଅବସରରେ 500 ଲେଖାଏଁ ବୃକ୍ଷ ରୋପଣ କରାଯିବ l ତେଣୁ ଆଜି ଅପରାହ୍ନ 4 ଘଣ୍ଟା ସମୟରେ ଜିଲ୍ଲାର ଜୁଲୁଣ୍ଡା ମଣ୍ଡଳ ପକ୍ଷରୁ ଜୁଲୁଣ୍ଡା ଗ୍ରାମ ପଂଚାୟତ ପରିସରରେ, ମଣ