ପୁରୀ ମ୍ୟୁନିସିପାଲଟି: ନୀଳାଦ୍ରି ବିଚ ରେ ବାଲୁକା କଳା ରେ 12 ଫୁଲ ଲମ୍ବା ହାତୀ ମୂର୍ତ୍ତି ତିଆରି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l
Puri M, Puri | Aug 12, 2025
ବିଶ୍ୱ ହାତୀ ଦିବସ ଅବସରରେ, ପ୍ରସିଦ୍ଧ ବାଲୁକା ଶିଳ୍ପୀ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା ସୁଦର୍ଶନ ପଟ୍ଟନାୟକ ସୋମବାର ଓଡ଼ିଶାର ପୁରୀ...