ଜି ଉଦୟଗିରି: କଳିଙ୍ଗା ଘାଟି ର ଭୂ ସ୍ପଳନ ହେବାର ପନ୍ଦର ଦିନ ବିତିଗଲା ଯାତାୟତ ସ୍ୱାଭବିକ ହୋଇ ପାରିନାହିଁ
କଳିଙ୍ଗା ଘାଟି ର ଭୂ ସ୍ପଳନ ହେବାର ପନ୍ଦର ଦିନ ବିତିଗଲା ଯାତାୟତ ସ୍ୱାଭବିକ ହୋଇ ପାରିନାହିଁ. ଲୋକ ମାନେ ନାହିଂ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. କନ୍ଧମାଳ ଜିଲ୍ଲା ବିଶେଷ କରି ଜି ଉଦୟଗିରି ଅଂଚଳ ର ଲୋକ ମାନେ ଭଞ୍ଜନଗର ଯିବାକୁ ହେଲେ 60 କିଲୋ ମିଟର ଅଧିକା ରାସ୍ତା ବୁଲିବାକୁ ପଡୁଅଛି. ଏହି ମନ୍ଥର କାମ ପାଇଁ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ବିଭାଗ କୁ ଦାୟୀ କରିଛନ୍ତି.ପାହାଡ ଉପରୁ ତିନି ସ୍ଥାନର ପାଣି ଆସିବାରୁ ଏହି ଭୁ ସ୍ପଲନ ଘଟିଥିଲା,ଏହା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ ପ୍ରଶାସନ କୁ କହିଲେ।