ବଲାଙ୍ଗୀର: ଉଦ୍ଘାଟନ ହେଲେ ମଧ୍ୟ ଅନେକ ସ୍ଥାନରେ ଧାନ ମଣ୍ଡି ଖୋଲି ନାହିଁ ଅସନ୍ତୋଷ ପ୍ରକାଶ କରି ପ୍ରତିକ୍ରିୟା ରଖିଲେ ଭାଲେର ଗ୍ରାମର ଜଣେ ଚାଷୀ
ଜିଲ୍ଲାପାଳଙ୍କ ଦ୍ୱାରା ୫ତାରିଖରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ହୋଇଥିବା ସତ୍ତ୍ୱେ, ଜିଲ୍ଲାର ଅନେକ ସ୍ଥାନରେ ମଣ୍ଡି ଏପର୍ଯ୍ୟନ୍ତ ଖୋଲି ନାହିଁ। ଚାଷୀମାନେ କହୁଛନ୍ତି—ତୋକନ୍ ମଧ୍ୟ ଆସିନାହିଁ, ଯାହାର ଫଳରେ ଧାନ ବିକ୍ରି ପାଇଁ ବଢ଼ିବାକୁ ଲାଗିଛି ଅସୁବିଧା ବୋଲି କହିଚନ୍ତି ଭାଲେର ଜଣେ ଚାଷୀ ଭାଲେର ଜଣେ ଚାଷୀ ମଧ୍ୟ ଅଭିଯୋଗ କରି କହିଛ