ବାରିପଦା ମ୍ୟୁନିସିପାଲଟି: ଦ୍ଵାରଶୁଣି ଘାଟିରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ; ଡ୍ରାଇଭର ଓ ହେଲ୍ପର ଆହତ ହୋଇ ମେଡ଼ିକାଲରେ ହେଲେ ଭର୍ତ୍ତି
Baripada M, Mayurbhanj | Aug 23, 2025
ଦ୍ଵାରଶୁଣି ଘାଟି ରେ ଶନିବାର ପୁଣି ହୋଇଛି ଟ୍ରକ ଦୁର୍ଘଟଣା। ଆଜି ଅପରାହ୍ନ ପ୍ରାୟ ୪ଟାରେ ଦ୍ଵାରଶୁଣି ଘାଟିରେ ଏକ ଟ୍ରକ ଭାରଶ୍ୟାମ ହରାଇ ରାସ୍ତା...