ଆନନ୍ଦପୁର: ଅଧିକାଂଶ ସମୟରେ ବଡରମ୍ପାସ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟ ବନ୍ଦ କୁ ନେଇ ଅସନ୍ତୋଷ, ପ୍ରତିକ୍ରିୟା ରଖିଲେ ଅଭିଯୋଗକାରୀ
Anandapur, Kendujhar | Sep 12, 2025
ହାଟଡିହି ତହସିଲ ଅଧୀନସ୍ଥ ବଡରମ୍ପାସ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଝୁଲୁଥିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଆଜି...