କଟକ ପୌରାଞ୍ଚଳ: ବାଇକ୍ ଚୋରି ଘଟଣାର ତଦନ୍ତ କରି ଆନ୍ତଃ ଜିଲା ଚୋରି ଗ୍ୟାଙ୍ଗର ଆଉ ଜଣେ ଚୋରକୁ ମଙ୍ଗଳବାର ଜଗତସିଂହପୁରରୁ ଗିରଫ କରିଛି ସିଆରଆରଆଇ ପୁଲିସ।
Cuttack M Corp PS, Cuttack | Sep 9, 2025
ବାଇକ୍ ଚୋରି ଘଟଣାର ତଦନ୍ତ କରୁକରୁ ଏକ କୁଖ୍ୟାତ ଆନ୍ତଃଜିଲା ଚୋରି ଗ୍ୟାଙ୍ଗର ଆଉ ଜଣେ ଚୋରକୁ ଜଗତସିଂହପୁରରୁ ଗିରଫ କରିଛି ସିଆରଆରଆଇ ପୁଲିସ।...