ରାଇରଙ୍ଗପୁର ସହର: ଯାମଦା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ
ମୟୂରଭଞ୍ଜ ଜିଲ୍ଲାର ଯଶିପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଆଜି ଦିବା 12 ଘଟିକା ସମୟରେ ଯାମଦା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇ ଯାଇଛି।ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ର ଅଧିକାରୀ ଉପସ୍ଥିତ ରହି ସରକାର ଙ୍କ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରିଥିଲେ।ସରକା ର ଙ୍କ ଏହି ଯୋଜନା ରେ କୃଷକ ମାନେ କିପରି ଉପକୃତ ହେବେ ସେ ନେଇ ଆଲୋଚନା କରାଯାଇଥିଲା।