Public App Logo
Jansamasya
National
Fidfimpact
South_delhi
North_delhi
Vandemataram
Dahd
West_delhi
North_west_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow

ସଦର: ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଫସଲ କରୁଛନ୍ତି ନଷ୍ଟ

Sadar, Kalahandi | Nov 15, 2025
କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଲ ସେକ୍ସନ ପେଙ୍ଗଶୁର ଗାଁରେ ହାତୀପଲଙ୍କ ଉପଦ୍ରବ । ନିକଟସ୍ଥ ଧଡେଲ ଜଙ୍ଗଲରୁ ଆସି ୨୫ ଟିକିଆ ହାତୀପଲ ଭବାନୀପାଟଣା ଓ ଲାଞ୍ଜିଗଡ଼ ଅଞ୍ଚଳରେ ଧାନ, ମାଣ୍ଡିଆ, ଡାଲି ଚାଷ ନଷ୍ଟ କରିଛନ୍ତି। ଖବର ପାଇ ମୂଷାନାଲ ସେକ୍ସନ ବନ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି ।

MORE NEWS