ପାର୍ଲିଆମେଣ୍ଟରେ ପେନସେନର୍ସ ବିରୋଧୀ ୨୦୨୫ ଭ୍ୟାଲିଡ଼ସନ ବିଲ ପାସ କରାଇ କେନ୍ଦ୍ର ସରକାର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପେନସନ ପ୍ରଦାନ ପାଇଁ ଯେଉଁ ଅଗଣତାନ୍ତ୍ରିକ ଓ କୋଠର ନିଷ୍ପତି ଗ୍ରହଣ କରିଛନ୍ତି ।ଗଞ୍ଜାମ ଜିଲ୍ଲା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ଗୁରୁବାର ମଧ୍ୟାହ୍ନରେ ବ୍ରହ୍ମପୁର ଏନ. ଜି. ଓ କାର୍ଯ୍ୟାଳୟ ଠାରୁ ଏକ ବାଇକ ରାଲି ବାହାରି ଛତ୍ରପୁର ଠାରେ ପହଞ୍ଚି ଜିଲ୍ଲା ପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।