ଧାମନଗର: ଧାମନଗର ବ୍ଲକ ର ଲୁଣିଆ ଠାରେ ବିଜେଡ଼ି ର ବିଦ୍ରୋହୀ କର୍ମୀ ତଥା ସମିତି ସଭ୍ୟ ଙ୍କ ପ୍ରତିକ୍ରିୟା ରଖିଲେ
ଧାମନଗର ବ୍ଲକ ଖପରପଦା ପଂଚାୟତ ର ଲୁଣିଆ ଠାରେ ଆଜି ଦିନ ୧୧ ଟା ସମୟରେ ବିଜେଡ଼ି ର ବିଦ୍ରୋହୀ ଙ୍କୁ ନେଇ ବୈଠକ ଚାଲିଥିଲା। ଅର୍ଜୁନପୁର ପଂଚାୟତ ର ସମିତି ସଭ୍ୟ ବିଦ୍ୟାଧର ରାଉତ ଙ୍କ ପ୍ରତିକ୍ରିୟା ରଖି ଥିଲେ