ସୋହେଲା ବ୍ଳକ ଅନ୍ତର୍ଗତ କନଗାଁ କ୍ଲଷ୍ଟରର ଶିକ୍ଷା ସଭା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବେହେରାପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି । ସି ଆର ସି ସି କେଦାରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବରେ କନଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସାହୁ, ସମ୍ମାନୀତ ଅତିଥି ଭାବରେ ପରିଚାଳନା କମିଟୀର ସଭାନେତ୍ରୀ ସ୍ବର୍ଣ୍ଣକାନ୍ତୀ ବାଗ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷକ ତୁଷାରକାନ୍ତ ସାହୁ , ହେମଚନ୍ଦ୍ର ବେହେରl ଓ ଅନ୍ୟନ୍ୟ ଶିକ୍ଷକ ଉପସ୍ଥିତ ଥିଲେ, 10 AM ରୁ 2 PM.ପର୍ଯ୍ୟନ୍ତ ଏହି ସଭା ହୋଇଥିଲା