ସୋନପୁର: ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ଅମାବାସ୍ୟାରେ କାଳୀ ବେଶ ଧାରଣା କରି
ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି।
ସୁବର୍ଣ୍ଣପୁର ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ଅମାବାସ୍ୟାରେ କାଳୀ ବେଶ ଧାରଣା କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି। ସୁବର୍ଣ୍ଣପୁରର ଗଡ଼ଜାତ ର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଆଜି ହେଉଛି କାଳୀ ବେଶ। ସକାଳୁ ସକାଳୁ ବଡିଭୋରରୁ ଦ୍ୱାରଫିଟା ପରେ ମାଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ।କାଳି ବେଶ କରାଯାଇଥିଲା । ପରେ ମଙ୍ଗଳ ଆଳତୀସହ ମାଁଙ୍କୁ ରିତିନିତରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଭକ୍ତ ଓ ଦର୍ଶାନିଥିଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ମାଁଙ୍କୁ ଦର୍ଶନକଲେ କୋଟି ପୁଣ୍ୟ ମିଳୁଥିବାର ବିଶ୍ୱାସ ରହିଥିବାରୁ ସକାଳୁ ୍ସକାଳୁ ସୁରେ