ବଡସାହି: ବେତନଟୀ ଠାରେ ବ୍ଲକକଂଗ୍ରେସର ବନ୍ଦ ସମ୍ପୂର୍ଣ୍ଣ ସଫଳ ଓ ଶାନ୍ତିପୂର୍ଣ୍ଣ, ସାଢେ ୯ଘଣ୍ଟାଧରି ୧୮ନଂ ଜାତୀୟରାଜପଥରେ ଅଟକିଲା ଶହଶହ ଜାନବାହନ
Barsahi, Mayurbhanj | Jul 17, 2025
ରାଜ୍ୟର ବହୁଚର୍ଚ୍ଚିତ ସୌମ୍ୟଶ୍ରୀ ବିଶି ଆତ୍ମାହୂତି ଘଟଣାରେ ରାଜ୍ୟବ୍ୟାପି ଧର୍ମଘଟ ଡାକରା ପରିପ୍ରେକ୍ଷୀରେ ବେତନଟୀ ବ୍ଲକ କଂଗ୍ରେସ ପକ୍ଷରୁ...