କୋଟପାଡ: ବାରିଗୁମ୍ମା ଠାରେ ଅସହାୟ ଙ୍କ ସହ ଅଭିନଵ ଢଙ୍ଗରେ ଦୀପାବଳୀ ପାଳିଲେ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ l
Kotpad, Koraput | Oct 21, 2025 ବାରିଗୁମ୍ମା ଠାରେ ଅସହାୟ ଙ୍କ ସହ ଦୀପାବଳୀ ପାଳିଲେ ବିଡ଼ିଓ l ଏନେଇ ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ ବାରିଗୁମ୍ମ ବିଡ଼ିଓ l ଦିବ୍ୟାଙ୍ଗ ଅସହାୟ ଦୃଷ୍ଟିହୀନ ଙ୍କ ସହ ଦୀପାବଳି ପାଳିଲେ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ l ବୋରିଗୁମ୍ମା ବ୍ଲର ବିଭିନ୍ନ ସ୍ଥାନରେ ଅସହାୟ ନିରାଶ୍ରୟ ଅନାଥ ଦୃଷ୍ଟିହୀନ ଏବଂ ଦିବ୍ୟାଙ୍ଗ ଙ୍କ ଘର ଘର ବୁଲି ସେମାନଙ୍କୁ ଦୀପାବଳି ର ସୁବେଚ୍ଛା ଜଣାଇ ସେମାନଙ୍କ ଘର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ମିଠା ଖୁଆଇ ଦୀପାବଳି ପାଳନ କରିଛନ୍ତି ସ୍ଥାନୀୟ ବିଡ଼ିଓ l