ବଲାଙ୍ଗୀର: ବଙ୍ଗୋମୁଣ୍ଡାପେଟ୍ରୋଲ ପମ୍ପ ନିକଟରେପୋଲରୁ ଖସିପଡ଼ି ମୃତ୍ୟୁବରଣ କରିଥିବାବ୍ୟକ୍ତିଙ୍କ ତଦନ୍ତ ଦାବିକରି ଏସପିଙ୍କ ଦ୍ୱାରସ୍ଥହେଲେ ମୃତକଙ୍କସ୍ତ୍ରୀ
Balangir, Balangir | May 29, 2025
ବଲାଙ୍ଗିର ଏସପିଙ୍କ ଦ୍ବାରସ୍ଥ ହେଲେ ମହିଳା । ବଲାଙ୍ଗିର ଜିଲ୍ଲା ତାଲଜୁରି ଗ୍ରାମରୁ ପୁଷ୍ପାଞ୍ଜଳି ସା ନାମକ ଜଣେ ମହିଳା ଆଜି ବଲାଙ୍ଗିର ଏସପି...