ବାରିପଦା ମ୍ୟୁନିସିପାଲଟି: ଭିଆରପି କଲୋନୀ ସାହିରେ ବନ୍ଦ କୋଠରୀରୁ ଡ୍ୟାନ୍ସର୍ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରତିକ୍ରିୟା ଦେଲେ ପରିବାର ଲୋକେ ଓ ଶିକ୍ଷକ
Baripada M, Mayurbhanj | Aug 17, 2025
ରବିବାର ଦିନ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ଭିଆରପି କୋଲଣି...