ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବା ଶୀତଳଷଷ୍ଠୀର କନ୍ୟାପିତା ରଖିଲେ କାପୁପଡା ଶିଳ୍ପାଞ୍ଚଳ ଠାରେ ବାସଭବନରେ ପ୍ରତିକ୍ରିୟା
ସମ୍ବଲପୁର ନନ୍ଦପଡାର ପ୍ରଶିଦ୍ଧ ବମବରାଡ ବାଲୁଙ୍କେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟିର ଚଳିତ ବର୍ଷର କନ୍ୟା ପକ୍ଷ ପକ୍ଷରୁ ମାତା ପାର୍ବତୀଙ୍କ ପିତା ଆଜି ନିଜ ବାସଭବନରେ ପ୍ରତିକ୍ରିୟା ରଖିଛନ୍ତି। ଆଜି ରାତି ଝାରସୁଗୁଡ଼ା କାପୁପଡା ଶିଳ୍ପାଞ୍ଚଳ ଠାରେ ଥିବା ବାସଭବନରେ ନିଜ ପରିବାର ପକ୍ଷରୁ ପ୍ରସ୍ତୁତି ନେଇ ପ୍ରତାପ ନନ୍ଦ ସୁଚନା ଦେଇଛନ୍ତି।