ବସ୍ତା: ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ନିୟୁ ବୁଲବୁଲ ହୋଟେଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ, ପୋଲିସର ତଦନ୍ତ ଜାରି
Basta, Balasore | Aug 22, 2025
ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ନିୟୁ ବୁଲବୁଲ ହୋଟେଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜୈନିକା ମହିଳାଙ୍କର...