ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡାଙ୍କ ଦ୍ବାଦଶାହ ଦିବସରେ ଯୋଗ ଦେଇଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ। ବ୍ରହ୍ମପୁର ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ସାମିଲ୍ ହୋଇ ହତ୍ୟା ଘଟଣାରେ ପୋଲିସ ତଦନ୍ତ କରୁଥିବା ଏବଂ ଖୁବ ଶୀଘ୍ର ଘଟଣାର ଖୁଲାସା କରିବ ବୋଲି କହିଛନ୍ତି ଶ୍ରୀ ସାମନ୍ତରାୟ।