କନ୍ଧମାଳ ଜିଲ୍ଲାର ପୁର ପଲ୍ଲୀରେ ଆରମ୍ଭ ହେଲା ପଂଚୁକ କାର୍ଯ୍ୟକ୍ରମ ଆରଂଭ ହୋଇଅଛି। କୃଷ୍ଣ,ରାଧା ବେଶରେ ସଙ୍କୀର୍ତ୍ତନ ଧାରୀ ମାନେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିକ୍ରମା କରୁଛନ୍ତି।ଏହା କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।କନ୍ଧମାଳ ଜିଲ୍ଲାର ଏହା ସର୍ବ ପୁରାତନ ପରମ୍ପରା ରହିଛି।