ଗଂଜଲ ରେ ଚଢ଼ାଉ କରି ହଜାର ହଜାର ଗଂଜେଇ ଚାଷ ନଷ୍ଟ I ବୌଦ୍ଧ ଜିଲ୍ଲା ରେ ଗଂଜେଇ ଚାଷ ଓ ଚାଲାଣ ହେବାରେ ଲାଗିଛି ଫଳରେ ଅପରାଧ ମଧ୍ୟ ବୃଦ୍ଧି ହୋଉଛି I ଏହାକୁ ମୂଳରୁ ବନ୍ଦ ପାଇଁ ବୌଦ୍ଧ sp ଙ୍କନିର୍ଦେଶ ରେ ବିଭିନ୍ନ ଜଙ୍ଗଲ ଲାଗିଥିବା ହଜାର ହଜାର ଗଂଜେଇ ଚାଷ ନଷ୍ଟ କରାଯାଇଛି I ତେବେ କଣ୍ଟାମାଲ ପୋଲିସ ଟିମ ପକ୍ଷରୁ ପୁଟପୁଟିଗଡ଼ ଜଙ୍ଗଲ ଲାଖପର୍ବତ ଚଢ଼ାଉ କରି ବେଆଇନ 47ହଜାର ଗଂଜେଇ ଗଛ କୁ କାଟି ନଷ୍ଟ କରି ଥାନା ରେ 287/25ମାମଲା ରୁଜୁ