ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଓରେଞ୍ଜ ୱର୍ନିଙ୍ଗ ଜାରି କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ
Jharsuguda, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲା ରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜିଲ୍ଲା ପାଇଁ ଓରେଞ୍ଜ ସତର୍କତା ଜାରି କରାଯାଇଛି। ଝାରସୁଗୁଡା ଜିଲ୍ଲାର...